ହେଡଲାଇନସ୍:

ରାଜ୍ୟରେ ପୁଣି 90 କରୋନା ପଜିଟିଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ରାଜ୍ୟରେ ଆଉ 90 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୨,୪୭୮ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳରେ ଜଣେ, ବାଲେଶ୍ୱରରେ ଜଣେ, ବରଗଡ଼ରେ ଜଣେ, ଭଦ୍ରକ ୯ଜଣ, କଟକ ୫ଜଣ, ଢେଙ୍କାନାଳ ୧୦ଜଣ, ଗଞ୍ଜାମ ୨୨ ଜଣ, କଳାହାଣ୍ଡିରେ ଜଣେ, ଖୋର୍ଦ୍ଧା ୨୫ଜଣ, ନୟାଗଡ ୭ଜଣ, ପୁରୀ ରେ ୨ଜଣ, ସୁବର୍ଣ୍ଣପୁରରେ ଜଣେ, ସୁନ୍ଦରଗଡ଼ ୫ ଜଣ ସାମିଲ ।

0
0
0
s2sdefault