ହେଡଲାଇନସ୍:

 ଆଇପିଏସ ବଦଳି : ଯୁଗଳ କିଶୋର ଗଲେ କଟକ , ସୁଧାଂଶୁ ମିଶ୍ରଙ୍କୁ ବାଲେଶ୍ୱର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ଛୋଟିଆ ଅଦଳ ବଦଳ କରିଛନ୍ତି | ଏସପି ବାଲେଶ୍ୱର ଥିବା ୨୦୧୧ ବ୍ୟାଚ ଆଇପିଏସ ଅଫିସର ଯୁଗଳ କିଶୋର କୁମାର ବନୋଥଙ୍କୁ ବଦଳି କରାଯାଇ ତାଙ୍କୁ ଏସପି କଟକ ଭାବେ ଅବସ୍ଥାପିତ କରାଯାଇଛି | ସେହିପରି ଏସପି କ୍ରାଇମବ୍ରାଞ୍ଚ ଥିବା ୨୦୧୨ ବ୍ୟାଚ ଆଇପିଏସ ଅଫିସର ସୁଧାଂଶୁ ଶେଖର ମିଶ୍ରଙ୍କୁ ବାଲେଶ୍ୱର ଏସପି ଭାବେ ବଦଳି କରାଯାଇଛି | 

0
0
0
s2sdefault