ହେଡଲାଇନସ୍:

 ସକାଳେ ପଶିଲେ ୭୯, ଏବେ ସୁସ୍ଥ ହୋଇ  ବାହାରିଲେ  ୮୪ ଜଣ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଆଜି ସକାଳେ ୭୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ କାରଣରୁ ମୁକ୍ତି ପାଇଛନ୍ତି ୮୪ ଜଣ | ଫଳରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୭୩୩ର ପହଂଚିଛି| ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୭୭କୁ ହ୍ରାସ ପାଇଛି | ସୁସ୍ଥଙ୍କ ମଧ୍ୟରେ ବାଲେଶ୍ୱରରୁ ୧୧ଜଣ , ଭଦ୍ରକ ରୁ ୬ଜଣ, କଟକରୁ ୭ଜଣ, ଗଂଜାମରୁ ୨୪ ଜଣ , ଯାଜପୁରରୁ ୧୮ଜଣ , କେନ୍ଦ୍ରାପଡ଼ାରୁ ୫ଜଣ , ଖୋର୍ଦ୍ଧାରୁ ୪ଜଣ ,ମୟୁରଭଞ୍ଜରୁ ୨ଜଣ , ନୟାଗଡ଼ରୁ ୨ଜଣ, ପୁରୀରୁ ୪ଜଣ, ସୁନ୍ଦରଗଡରୁ ଜଣେ ଅନ୍ତର୍ଭୁକ୍ତ | 

0
0
0
s2sdefault