ହେଡଲାଇନସ୍:

ଆଜି ପୁଣି କରୋନା ପଜିଟିଭ ଚିହ୍ନଟ ହେଲେ ୭୯ ଜଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର/ ଶାସକ ପ୍ରଶାସକ : ରାଜ୍ୟରେ ଆଉ ୭୯ ଜଣଙ୍କୁ କରୋନା | ଏ ବିଷୟ ଚିହ୍ନଟ କରିଛନ୍ତି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ | ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭ରେ ପହଂଚିଛି | ସୂଚନା ଅନୁଯାୟୀ ଅନୁଗୁଳ ୧ ଜଣ, ବାଲେଶ୍ୱରରେ ୪ ଜଣ, ବଲାଙ୍ଗୀରରେ ୧୪ ଜଣ, କଟକରେ ୧୬ ଜଣ, ଢେଙ୍କାନାଳରେ ୩ ଜଣ, ଗଂଜାମରେ ୫ ଜଣ, ଯାଜପୁରରେ ୨ ଜଣ, ଝାରସୁଗୁଡ଼ାରେ ଜଣେ, କନ୍ଧମାଳରେ ୭ ଜଣ, କେନ୍ଦ୍ରାପଡ଼ାରେ ୬ ଜଣ, କେନ୍ଦୁଝରରେ ୮ ଜଣ, ଖୋର୍ଦ୍ଧାରେ ୪ ଜଣ, ନୟାଗଡରେ ୩ ଜଣ, ପୁରୀରେ ୪ ଜଣ, ସୁବର୍ଣ୍ଣପୁରରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି |

0
0
0
s2sdefault