ହେଡଲାଇନସ୍:

ଦେଶରେ ମୋଟ ଆକ୍ରାନ୍ତଙ୍କ ୯୦,୯୨୭ : ଓଡ଼ିଶାରେ ୮୦୮ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜ୍ୟରେ କରୋନା ମୃତ୍ୟୁ ୫, ଦେଶରେ ୨୮୭୨ 

Bhubaneswar (SPB) : ଆଜି ସକାଳ ୮ ତା ଭିତରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦,୯୨୭ରେ ପହଂଚିଛି | ଏ ଯାବତ ସକ୍ରିୟଙ୍କ ସଂଖ୍ୟା ୫୩,୯୪୬ ଥିବା  ବେଳେ ଏ ଯାବତ ୨୮୭୨ ମୃତ୍ୟୁବରଣ କଲେଣି | ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୯୮୭ ନୂଆ ପଜିଟିଭ କେଶ ବାହାରିଥିବା ବେଳେ ୧୨୦ ଜଣଙ୍କ ମୃତ୍ୟୁବରଣ କରିଛନ୍ତି | ଓଡ଼ିଶାରେ ୮୦୮ ପଜିଟିଭ ଏଯାବତ ଚିହ୍ନଟ ହୋଇଥିବା ବେଳେ ୫ଜଣଙ୍କ ମୃତ୍ୟୁ ଘଟିଛି | ଏ ଯାବତ ସକ୍ରିୟ ପଜିଟିଭଙ୍କ ସଂଖ୍ୟା ୬୨୭ ରହିଛି |

0
0
0
s2sdefault