ହେଡଲାଇନସ୍:

ନୂଆ ୯୧ , ଦି ଜଣଙ୍କ ମୃତ୍ୟୁ : ସରପଂଚ ବି ପଜିଟିଭ ,ସମ୍ବଲପୁରରେ ପଶିଲା କରୋନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

Bhubaneswar(SPB): ରାଜ୍ୟରେ ଆଉ ନୂଆ ୯୧ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି | ସଂଖ୍ୟା ବଢିଛି ୮୦୮ କୁ |  ଦୁଇଜଣ ପ୍ରାଣ ହରାଇଛନ୍ତି | ମୃତକ ଦିଜଣ ଗଂଜାମ ଜିଲ୍ଲାର | ବୟସ ୩୮ ଓ ୪୫ ବର୍ଷ  |  ମୃତକଙ୍କ ସଂଖ୍ୟା ୫ରେ ପହଂଚିଛି |  ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତ ହେଉଛନ୍ତି ଗଞ୍ଜାମରୁ ୧୫ , କଟକ ୧୨ ,   ଭଦ୍ରକରୁ ୨୮ , ବାଲେଶ୍ୱର ୧୭ , କେନ୍ଦୁଝର ୪, ଖୋର୍ଦ୍ଧା ୩,  ପୁରୀରୁ ୭ , ବଲାଙ୍ଗୀର( ଯାହା ଜିଲ୍ଲାପାଳ କାଲି ଘୋଷଣା କରିଥିଲେ) ରୁ ୨ , କେନ୍ଦ୍ରାପଡା, ସମ୍ବଲପୁର ଓ ସୁନ୍ଦରଗଡରୁ ଜଣେ ଲେଖାଏ ବୋଲି ଜଣ ପଡିଛି | ଆଜିର ନୂଆ ୯୧ ମଧ୍ୟରୁ ୮୭ ଜଣ ସଙ୍ଗରୋଧରେ ଥିଲେ | ପ୍ରଥମ ଥର ପାଇଁ ସବୁଜ ଅଂଚଳ ସମ୍ବଲପୁରରେ ପଶିଛି କରୋନା |  ଏମାନଙ୍କ ମଧ୍ୟରେ ଜଣେ  ସରପଂଚ ସାମିଲ ଥିବା ଜଣାପଡିଛି | 

 

0
0
0
s2sdefault