ହେଡଲାଇନସ୍:

ଖୁସି ଖବର,  ସୁସ୍ଥ ହେଲେ ଆଉ ପନ୍ଦର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ଖୁସି ଖବର | ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫ଜଣ କରୋନା ଆକ୍ରାନ୍ତ | ସମସ୍ତେ ଯାଜପୁର ଜିଲ୍ଲାର | ଏହାଫଳରେ ରାଜ୍ୟରେ ସୁସ୍ଥ ହୋଇଥିବା କରୋନା ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ୧୫୮ରେ ପହଂଚିଛି | ଏ ବିଷୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି |  ଜିଲ୍ଲାରେ ଏଯାବତ  ୮୮ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୮ ସୁସ୍ଥ ହୋଇ ଆଉ ୪୦ ଚିକିତ୍ସାଧୀନ ଅଛନ୍ତି | 

0
0
0
s2sdefault