ହେଡଲାଇନସ୍:

ଆଉ ୨୦ନୂଆ , କରୋନା ପଜିଟିଭ ସଂଖ୍ୟା ପହଁଚିଲା ୪୧୪ରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ପୁଣି ଆଉ ୨୦ କରନା ପଜିଟିଭ ରାଜ୍ୟରେ ଚିହ୍ନଟ ହୋଇଛନ୍ତି |  ଫଳରେ କରୋନା ପଜିଟିଭ ସଂଖ୍ୟା ୪୧୪ରେ ପହଂଚିଛି | ସେମାନଙ୍କ ମଧ୍ୟରୁ ୮୫ ସୁସ୍ଥ ହୋଇଥିବା ବେଳେ ଏଯାବତ ୩୨୬ ଜଣ ସକ୍ରିୟ ଅଛନ୍ତି | ତିନିଜଣ ଏ ଯାବତ ପ୍ରାଣ ହରାଇଲେଣି | ନୂଆ କରି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ୧୭ଜଣ ଗଞ୍ଜାମ, ସୁନ୍ଦରଗଡରୁ ୨ ଜଣ , ବୌଦ୍ଧ ଜଣେ ବୋଲି ସ୍ୱାସ୍ଥ୍ୟ ବିଭାଗର ଡ୍ୟାସ ବୋର୍ଡରୁ ଜଣାପଡିଛି  |  ଗଞ୍ଜାମରେ ପଜିଟିଭଙ୍କ ସଂଖ୍ୟା ୧୫୪ରେ ପହଂଚିଛି  |

0
0
0
s2sdefault