ହେଡଲାଇନସ୍:

 ବୌଦ ଛୁଇଁଲା କରୋନା,  ପୁଣି ୨୫ ପଜିଟିଭ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) ଦ୍ଵିତୀୟ ଅପଡେଟରେ  ପୁଣି ଆଉ ୨୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ରାଜ୍ୟରେ | ସେମାନଙ୍କ ଭିତରୁ ୭ ଜଣ ଗଂଜାମ, ୫ ଜଣ ଯାଜପୁର, ୨ଜଣ ପୁରୀ , ୨  ଜଣ ଅନୁଗୋଳ, ୩ ଜଣ ଭଦ୍ରକ  ଓ ୬ ଜଣ ଭଦ୍ରକରୁ ଚିହ୍ନଟ ହୋଇଛନ୍ତି | ଯାଜପୁର ଜିଲ୍ଲାରେ ଚିହ୍ନଟ ହୋଇଥିବା କରୋନା ପଜିଟିଭଙ୍କ ମଧ୍ୟରୁ ୨ ଜଣ  ସୁରାଟ ଫେରନ୍ତା ହୋଇଥିବା ବେଳେ ଜଣେ ପଶ୍ଚିମବଙ୍ଗ .ଫେରନ୍ତା  ଓ ଦୁଇଜଣ ପଶ୍ଚିମବଙ୍ଗ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକ | ପୁରୀର ଦୁଇ ଜଣ ପଶ୍ଚିମବଙ୍ଗ ଫେରନ୍ତା | ଭଦ୍ରକ, ଅନୁଗୋଳ , ଗଂଜାମ ଓ ବୌଦ ଜିଲ୍ଲାରେ ସବୁ ପଜିଟିଭ ସୁରଟ ଫେରନ୍ତା | ବର୍ତ୍ତମାନର ୨୫ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୩୭୭ରେ ରେ ପହଁଚିଲା | 

0
0
0
s2sdefault