ହେଡଲାଇନସ୍:

କରୋନା ସତ୍ତ୍ୱେ ଖରିଫ ପାଇଁ ୯୬ ଲକ୍ଷ ମେଟ୍ରିକ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ଲକ୍ଷ୍ୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଖରିଫ-୨୦୨୦ରେ ୯୬ ଲକ୍ଷ ମେଟ୍ରିକ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ଫସଲ ବିବିଧକରଣ ଉପରେ ଗୁରୁତ୍ୱ ଦିଆଯାଇଛି। ଫାର୍ମ ପଣ୍ଡ୍ ଖନନ ଓ ଫସଲ ଋଣ ପ୍ରଦାନ ଉପରେ ପ୍ରାଥମିକତା ଦିଆଯାଇଛି। 

0
0
0
s2sdefault