ହେଡଲାଇନସ୍:

ଧର୍ମଶାଳା ଛାତ୍ର ବିଜେଡି ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଧର୍ମଶାଳା (ଶାସକ ପ୍ରଶାସକ) କରୋନା ମହାମାରୀ ପାଇଁ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ନିର୍ଦେଶ କ୍ରମେ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକର ଅଭୟପୁର ପଞ୍ଚାୟତର ହରିଜନ ସାହି ଠାରେ ଛାତ୍ର ବିଜେଡି ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି | ଯୁବ ବିଜେଡି ରାଜ୍ୟ ସମ୍ପାଦକ ତଥା ଆଇଟି ସେଲ୍ ରାଜ୍ୟ ସଂଯୋଜକ ତାରିଣୀ ପ୍ରସାଦ ନାୟକ, ଧର୍ମଶାଳା ଛାତ୍ର ବିଜେଡି ସଭାପତି ସୌମ୍ୟ ପ୍ରକାଶ ବିଶ୍ୱାଳ, ଅମୀୟ ସାହୁଙ୍କ ପ୍ରମୁଖ ଲୋକମାନଙ୍କୁ ଶୁଖିଲା ଖାଦ୍ୟ, ବିସ୍କୁଟ, ସାବୁନ ଇତ୍ୟାଦି ବଣ୍ଟନ କରିଥିଲେ । ଗତ କିଛି ଦିନ ହେବ ଛାତ୍ର ବିଜେଡି, ଧର୍ମଶାଳା ତରଫରୁ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ କରାଯାଉଛି |  ଆଗାମୀ ଦିନରେ ଏହି ପ୍ରୟାସ ଯାରିରହିବ ବୋଲି ଯୁବ ବିଜେଡି ରାଜ୍ୟ ସମ୍ପାଦକ  ଶ୍ରୀ ନାୟକ କହିଛନ୍ତି।

 

0
0
0
s2sdefault