ହେଡଲାଇନସ୍:

ପୂର୍ବତନ ବିଧାୟକ ବାଂଟିଲେ ମାସ୍କ ଓ ଶୁଖିଲା ଖାଦ୍ୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମେଲଛାମୁଣ୍ଡା (ମନୋଜ ଭୋଇ )-ବରଗଡ ଜିଲ୍ଳା ମେଲଛାମୁଣ୍ଡା ଅଧିନସ୍ଥ ବେଲମୁଣ୍ଡା, ପଣ୍ଡରିପାଣି ଆଦି ଗାଁ ମାନଙ୍କରେ ଗୁରୁବାର ଦିନ ପୂର୍ବତନ ବିଧାୟକ ପ୍ରଦୀପ ପୂରୋହିତ ପହଂଚି ଘରକୁ ଘର ବୁଲି ଲୋକଙ୍କୁ ମାସ୍କ ବାଂଟିବା ସହ କରୋନା ଭୁତାଣୁ ସଂପର୍କରେ ସଚେତନତା କରିଥିଲେ । ଗାଁ ମାନଙ୍କରେ ଥିବା ଅସହାୟ ବୃଦ୍ଧ, ବୃଦ୍ଧାଙ୍କୁ ଶୁଖିଲା ଖାଦ୍ୟ ମଧ୍ୟ ପ୍ରଦାନ କରିଥିଲେ । ଶ୍ରୀ ପୂରୋହିତଙ୍କ ସହ ପୂର୍ବତନ ଜିଲ୍ଳା ପରିଷଦ ନିରାକାର ବରିହା, ପ୍ରିତେଶ ବହିଦାର, ସୁନିଲ ଭୋଇ ପ୍ରମୁଖ ବିଜେପି କର୍ମି ଉପସ୍ଥିତ ରହି ସହଯୋଗ କରିଥିଲେ । 

0
0
0
s2sdefault