ହେଡଲାଇନସ୍:

କରୋନାର ହଟ ବେଡ଼ରେ ଯାଜପୁର : ପୁଣି ଜଣେ କରୋନା ପଜିଟିଭ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ)  : କରୋନାର ହଟ ବେଡ଼ରେ ଯାଜପୁର | ଗୋଟିଏ ପରେ ଗୋଟିଏ ଚିହ୍ନଟ ହେଉଛନ୍ତି ଜିଲ୍ଲାରୁ କରୋନା ପଜିଟିଭ |  ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇ ମୋଟ ସଂଖ୍ୟା ପହଁଚିଲା ୧୪୯ରେ  | ନୂଆ ଆକ୍ରାନ୍ତ ଜଣେ ମହିଳା , ତାଙ୍କ ବୟସ ୩୫ ବର୍ଷ | ଘର ବାସୁଦେବପୁର | ଜିଲ୍ଲା ଯାଜପୁର | ତାଙ୍କୁ କଣ୍ଟନମେଣ୍ଟ ଜୋନରୁ ଚିହ୍ନଟ କଟାଯାଇଥିବା ବେଳେ ତାଙ୍କର କଣ୍ଟାକଟ ଟ୍ରେସିଙ୍ଗ ଚାଲିଛି |   

0
0
0
s2sdefault