ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟରେ କାରଣ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି | ଭଦ୍ରକରୁ ଆଉ ନୂଆ ତିନି କରୋନା ରୋଗୀ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟ କଟାଯାଇଛି | ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ରେ ପହଂଚିଛି | ଏହା ସହିତ ହନେ ରୋଗୀ ସୁସ୍ଥ ହୋଇଥିବା ଜଣାପଡିଛି | ତେଣୁ ବର୍ତ୍ତମାନ ମୋଟା ୮୨ ଆକ୍ରାନ୍ତଙ୍କ ମଧ୍ୟରୁ ୫୨ଜଣ ଆକ୍ଟିଭ ଥିବା ବେଲେ ୩୦ ଜଣ ସୁସ୍ଥ ହୋଇଛନ୍ତି | ଜଣେ କରନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ସୁସ୍ଥଙ୍କ ମଧ୍ୟରୁ ଜଣେ କରୋନାରୁ ସୁସ୍ଥ ହେବା ପରେ ଅନ୍ୟ ରୋଗ କାରଣରୁ ମୃତ୍ୟୁବରଣ କରିଛନ୍ତି |
ରାଜ୍ୟ
ରାଜ୍ୟରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ଭଦ୍ରକରୁ ଆଉ ନୂଆ ତିନି, ଜଣେ ସୁସ୍ଥ
- Hits: 285