ହେଡଲାଇନସ୍:

ମାସ୍କ ନବାନ୍ଧି ୨୦ ଉଲଙ୍ଘନକାରୀ ଗଣିଲେ ତଣ୍ଡ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର):  ଲକଡାଉନ ସମୟରେ କୈାଣସି ଜରୁରୀ କାର୍ଯ୍ୟରେ ଘରୁ ବାହାରକୁ ଗଲେ ମୁହଁରେ ମାସ୍କ ବାନ୍ଧିବା ଜରୁରୀ ହୋଇଥିବା ବେଳେ ଏହାକୁ ଉଲଙ୍ଘନ କରି ୨୦ଜଣ ୪ହଜାର ଟଙ୍କା ଜୋରୀମାନା ଦେଇଥିବା ଜଣାଯାଇଛି ।  କରୋନା କବଳରୁ ରକ୍ଷା ପାଇବା ପାଇଁ ସରକାରଙ୍କ ଦ୍ୱାରା ଘୋଷଣା କାରାଯାଇଥିବା ନିତି ନୀୟମକୁ ଉଲଙ୍ଘନ କରି କୈାଣସି ଦର୍କାର ହେଉ ଅବା ଅଯୋଥାରେ ବାହାରେ ମାସ୍କ  ନବାନ୍ଧି ବୁଲିବା ଯେମିତି କେତେକଙ୍କର ଅଭ୍ୟାସଗତ ହୋଇଯାଇଛି । ଯେତେ ପ୍ରକାରର ସଚେତନ କରାଗଲେ ସେସବୁକୁ ଖାତିର ନକରି ବିନାମାକ୍ସରେ ବାହରେ ବୁଲୁଥିବା ୨୦ଜଣଙ୍କ ଠାରୁ  ଓଡ଼ଗାଁ ପୋଲିସ ପ୍ରଶାସନ ୪ହଜାର ଟଙ୍କା ଜୋରୀମାନା ଆଦାୟ କରିବା ସହିତ ସେମାନଙ୍କୁ ସଚେତନ କରି ମାସ୍କ  ପିନ୍ଧାଇ ଛାଡିଥିଲେ । ସଏନଏସି କର୍ମକର୍ତା ଏଥିଲେ ସହଯୋଗ କରିଥିଲେ ।

0
0
0
s2sdefault