ହେଡଲାଇନସ୍:

୩୦ ସୁଦ୍ଧା କାର୍ଯ୍ୟକାରୀ ହେବ ଡାକ୍ତରଙ୍କ ପଦୋନ୍ନତି, ପିଏଆର ହେବ ଥରକ ପାଇଁ କୋହଳ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଭୁବନେଶ୍ୱର (ଶାସକ ପ୍ରଶାସକ) କୋବିଦ-୧୯ ମହାମାରୀ ପରିପ୍ରେକ୍ଷୀରେ ଓଡିଶା ମେଡିକାଲ ଆଣ୍ଡ ହେଲ୍ଥ ଆସୋସିଏସନର ମେଡିକାଲ ଅଫିସରମାନେ ସମ୍ମୁଖଭାଗ ସୈନିକ ଭାବେ ଏ ଲଢେଇ ଲଢ଼ୁଛନ୍ତି | ଯଦିଓ ଡିଏସିପି ସ୍କିମ ଅନ୍ତର୍ଗତ ମେଡିକାଲ ଅଫିସର ମାନଙ୍କର ପଦୋନ୍ନତି ବର୍ଷେ ତଳେ ହୋଇଥିଲେ ବି ତାହା କାର୍ଯ୍ୟକାରୀ ହୋଇପାରିନଥିଲା ଆବଶ୍ୟକ ପରଫରମନ୍ସ ଆପ୍ରେଜାଲ ରିପୋର୍ଟ(ପିଏଆର )  ଅଭାବରୁ  | ହେଲେ ବର୍ତ୍ତମାନ ପରିସ୍ଥିତିରେ ଗୋଟିଏ ଥର ପାଇଁ ତାହାକୁ କୋହଳ କରି ଗତ ୭ବର୍ଷର ପରଫରମନ୍ସ ଆପ୍ରେଜାଲ ରିପୋର୍ଟ  ବଦଳରେ ଯେ ଅତିକମରେ ତିନିବର୍ଷର ପରଫରମନ୍ସ ଆପ୍ରେଜାଲ ରିପୋର୍ଟ ଆଧାରରେ ଡାକ୍ତରମାନଙ୍କୁ ପଦୋନ୍ନତି ଦେବାପାଇଁ  ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି |  ଏପ୍ରିଲ ୩୦ ତାରିଖ ସୁଦ୍ଧା ଏହି ପଦୋନ୍ନତି ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି |

0
0
0
s2sdefault