ହେଡଲାଇନସ୍:

ଓଡ଼ଗାଁ ଅଂଚଳର ୭୬ଜଣ ଶ୍ରମିକ ଅନ୍ୟ ରାଜ୍ୟରେ ଫସିରହିଛନ୍ତି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ଥାନା କୁରାଳ ଗ୍ରାମ ପଂଚାୟତ ନାଥିଆପଲ୍ଲୀ ଗ୍ରାମର ଝାଡଖଣ୍ଡର ଗୁମୁଲା ଜିଲ୍ଲାର ପନସୋ ଗ୍ରାମରେ ୨୦ଜଣ, ଲିଙ୍ଗରାଜପ୍ରସାଦ ଓ ଡଣ୍ଡରର ପୁନେର ଛକନ ଠାରେ ୩୬ଜଣ ଏବଂ ସୁନାମୁହିଁର ଗୋଆରେ ୨୦ଜଣରୁ ଉର୍ଦ୍ଧ ଶ୍ରମିକ କାମ କରିବାକୁ ଯାଇ ଫସି ରହିଛନ୍ତି । ସେମାନଙ୍କୁ ଫେରାଇ ଆଣିବାକୁ ସୋସିଆଲ ମିଡିଆ ମାଧ୍ୟମରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ଅନୁରୋଧ କରିଛନ୍ତି । ଏପଟେ ବନ୍ଧୁୁ ପରିଜନ ମାନେ ସ୍ଥାନୀୟ ବିଧାୟକ ଏବଂ ପ୍ରଶାସନର ମଧ୍ୟ ଦୃଷ୍ଟି ଆକର୍ଷଣ କରିବା ସହିତ ସେମାନଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି । 

0
0
0
s2sdefault