ହେଡଲାଇନସ୍:

ଲୋକଙ୍କୁ ସଚେତନ କରାଇଲେ ସବରେଜିଷ୍ଟ୍ରର , ବାଣ୍ଟିଲେ ମାସ୍କ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର- ସାରା ବିଶ୍ବକୁ କରୋନା ଭୟ ଲାଗି ରହିଛି । ଓଡ଼ିଶା ସରକାର କରୋନା ପାଇଁ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ମାଁ ଗ୍ରହଣ  କରୁଛନ୍ତି । ପଦ୍ମପୁର ସହରର ସବ-ରେଜିଷ୍ଟାର ଅଫିସରେ ଆଜି ପଦ୍ମପୁର ସବରେଜିଷ୍ଟ୍ରର  ଶ୍ରୀମତୀ ସରୋଜିନୀ ପ୍ରସନ୍ନ କୁଲୁ  ଅଫିସ କର୍ମଚାରୀ ତଥା ଜମିବାଡ଼ି ରେଜିଷ୍ଟ୍ରେସନ ପାଇଁ ଆସିଥିବା ଜନସାଧାରଣଙ୍କୁ କରୋନା ବିଷୟରେ ସଚେତନ କରାଇଥିଲେ ।  ସମସ୍ତଙ୍କୁ ମାସ୍କ  ପିନ୍ଧିବାକୁ ପରାମର୍ଶ ଦେଇଥିଲେ ଏବଂ ମାସ୍କ  ମଧ୍ୟ ବାଣ୍ଟିଥିଲେ । ଶ୍ରୀମତୀ କୁଲୁଙ୍କ ଏପରି କାର୍ଯ୍ୟ ଯୋଗୁଁ ସେ ବୁଦ୍ଧିଜୀବୀ ମହଳରେ ପ୍ରଶଂସିତ ହୋଇଛନ୍ତି ।

0
0
0
s2sdefault