ହେଡଲାଇନସ୍:

ଲଣ୍ଡନରୁ ଆସିଥିବା ପୁଅକୁ ସଞ୍ଜୟ ରଖିଲେ ଆଇସୋଲେସନରେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅରୁଣଙ୍କ ପରେ ସଞ୍ଜୟ ବି ବାଣ୍ଟିଲେ ସଚେତନତା ବାର୍ତ୍ତା 

ଭୁବନେଶ୍ୱର (ଶାସକ ପ୍ରଶାସକ) କରୋନା ସଂକ୍ରମଣରେ ଯେମିତି ବିଶ୍ୱ କବଳିତ କରିଛି ଓ ଓଡ଼ିଶାରେ ଯେମିତି ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି, ରାଜ୍ୟ ସରକାର ଯେଉଁ  ଆଡଭାଇଜାରୀ ଜାରି କରିଛନ୍ତି ତାକୁ ମାନିବା ପାଇଁ ନିବେଦନ  କରିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା  | ସେ କହିଛନ୍ତି "ମୋ ପୁଅ ବି କାଲି ଲଣ୍ଡନରୁ ଆସିଛି | ମୁ ବି ତାକୁ ଘରେ ଅଲଗା ଭାବେ ଗୋଟେ ଘରେ ଆଇସୋଲେସନରେ ରଖିଛି | ତେଣୁ ନିବେଦନ କରିବି, ଆପଣମାନେ ମଧ୍ୟ ରାଜ୍ୟ ସରକାରଙ୍କ ଆଡଭାଇଜାରୀ ଅନୁଯାୟୀ କାମ କରନ୍ତୁ ଓ ଆପଣଙ୍କ ଘରକୁ କେହି ଯଦି ବିଦେଶରୁ ଆସିଛନ୍ତି ତାକୁ ଲୁଚାନ୍ତୁ ନାହିଁ | ସରକାରଙ୍କୁ ଟୋଲ ଫ୍ରି  ନମ୍ବର ୧୦୪ରେ ଜଣାନ୍ତୁ ଓ ପ୍ରଶାସନର ଆଡ଼ଭାଇଜାରିକୁ ପାଳନ କରନ୍ତୁ ବୋଲି ଶ୍ରୀ ଦାସବର୍ମା ଅନୁରୋଧ କରିଛନ୍ତି |   

 

0
0
0
s2sdefault