ହେଡଲାଇନସ୍:

କସ୍ତୁରବା ଗାନ୍ଧୀ ମାତୃ ନିକେତନରେ  ଜିଲ୍ଲାପାଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ରଞ୍ଜନ ପ୍ରଧାନ ଆଜି ନୃସିଂହନାଥ ମନ୍ଦିରରେ ବୈଠକ ସାରି  ମୁଖ୍ୟାଳୟକୁ ଫେରିବା ବାଟରେ କସ୍ତୁରବା ଗାନ୍ଧୀ ମାତୃ ନିକେତନକୁ ଯାଇଥିଲେ । ସେଠାରେ ପହଂଚି ଜିଲ୍ଲାପାଳ ଅନ୍ତେବାସୀ ମାନଙ୍କର ଆବଶ୍ୟକତା ବିଷୟରେ ପଚାରି ବୁଝିଥିଲେ । ଆବଶ୍ୟକତା ମୁତାବକ ପଙ୍ଖା , ବେଡ଼ , ଆଲନା, ଇଂଭେଟର, ଷ୍ଟାବିଲାଇଜର ଇତ୍ୟାଦି ତୁରନ୍ତ କିଣିବା ପାଇଁ BSSO ଶ୍ରୀ ରଜନୀକାନ୍ତ ବହିଦାରଙ୍କୁ ନିର୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ଙ୍କର ସହିତ ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ , BDO ସୁରେନ୍ଦ୍ର ମେହେର, ତହସିଲଦାର ଶ୍ରୀ ମନୋଜ କୁମାର ମେହେର , ଅତିରିକ୍ତ ତହସିଲଦାର ଶ୍ରୀ ସୁଶାନ୍ତ ରଣା , ଉପଖଣ୍ଡ ସୂଚନା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

 

0
0
0
s2sdefault