ହେଡଲାଇନସ୍:

ଜଣାଶୁଣା କଳାକାର ସ୍ବର୍ଗତ ନନ୍ଦ କିଶୋର ପ୍ରଧାନଙ୍କ ସ୍ମୃତିଚାରଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର(ଶାସକ ପ୍ରଶାସକ): ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ମାଣ୍ଡୋସିଲ ଗ୍ରାମର ଜଗନ୍ନାଥ ମନ୍ଦିର କାର୍ଯ୍ୟକାରୀ ସଦସ୍ଯ ତଥା ଜଣାଶୁଣା କଳାକାର ସ୍ବର୍ଗତ ନନ୍ଦ କିଶୋର ପ୍ରଧାନଙ୍କ ଏକାଦଶାହ ଉପଲକ୍ଷେ ମାଣ୍ଡୋସିଲ ଗ୍ରାମ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ନିତ୍ୟାନନ୍ଦ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଦ୍ମପୁର କାଯ୍ଯ କାର୍ଯ୍ୟକାରୀ ବାବା ବିଶାସହେ କୁଲ କୁଲତା ସମାଜ କାର୍ଯ୍ଯକାରିଣୀ ତରଫରୁ ଟାଇଲ ଚନ୍ଦ୍ର ଭୋଇ,ଗୋକୁଳ ପ୍ରଧାନ, ବାଳ ମୁକୁନ୍ଦ ପ୍ରଧାନଙ୍କ ସମେତ ମାନ୍ଯଗଣ୍ଯ ବ୍ଯକ୍ତି ଯୋଗଦେଇ ସ୍ବର୍ଗତ ନନ୍ଦ କିଶୋର ପ୍ରଧାନଙ୍କ ସ୍ମୃତି ଚାରଣ କରିଥିଲେ । ଶେଷରେ ନବୀନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault