ହେଡଲାଇନସ୍:

ସମ୍ବଲପୁର ମହାନଗର ନିଗମ ସ୍ତରୀୟ ତୃତୀୟ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ମହାନଗର ନିଗମ ସ୍ତରୀୟ ତୃତୀୟ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ  2020 ଆଜି ଅନୁଷ୍ଠିତ ହୋଇଛି l ଜ଼ିଲ୍ଲା ପ୍ରେକ୍ଷlଳୟ ଠାରେ ଅନୁଷ୍ଠିତ ଏହି ସମ୍ବିଳନୀ ରେ ଲୋକ କବି ପଦ୍ମଶ୍ରୀ ହଳଧର ନାଗ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ l ସମ୍ବଲପୁର ମହାନଗର ନିଗମ କମିଶନର ଶ୍ରୀମତୀ ଯୁଗଲେଶ୍ଵରୀ ଦାସ ସମ୍ଵlନିତ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଜ଼ିଲ୍ଲା ମୁଖ୍ୟ  ଚିକିତ୍ସାଳୟ ସହ-ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅଶୋକ କୁମାର ଦାସ, ଡାକ୍ତର ସୁଶୀଲ ଦାସ, ଡାକ୍ତର ଚିନ୍ତାମଣି ମେହେର, ଡାକ୍ତର କୁବେର ମହନ୍ତ, ମହାନଗର ନିଗମ ସିଓ ଅପର୍ଣ୍ଣା ପାଢ଼ୀ, ଅତିରିକ୍ତ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ  ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ଗୁରୁଦତ୍ତ ପୁରୋହିତ, ଗାୟତ୍ରୀ ସାହୁ, ଯଶୋବନ୍ତ ହୋତା ପ୍ରମୁଖ ମଂଚାସୀନ ଥିଲେ l

0
0
0
s2sdefault