ହେଡଲାଇନସ୍:

ଘରହିଁ  ବିଦ୍ୟାଳୟ ଦ୍ବିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ): ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଶିଶୁ ବାଟିକା ବିଭାଗ ର ଘରହିଁ ବିଦ୍ୟାଳୟ ପ୍ରକଳ୍ପ ଦ୍ବିତୀୟ ପର୍ଯ୍ୟାୟ ମୁଖ୍ୟ ଅତିଥି ଭାବେ ପୂର୍ବ କ୍ଷେତ୍ର ସଭାପତି ବାଞ୍ଛାନିଧି ପଣ୍ଡା ଯୋଗଦେଇ ଦୀପ ପ୍ରଜ୍ବଳନ କରି ହିନ୍ଦୁ ଘର ସଂକଳ୍ପନା ଓ ବିଦ୍ଯା ଭାରତୀର ଲକ୍ଷ୍ୟ ବିଷୟରେ ଉପସ୍ଥାପନା କରିଥିଲେ  । ପ୍ରଧାନ ଆଚାର୍ଯ୍ଯ ଯୁବ ରାଜ ପ୍ରଧାନ ଅତିଥି ପଳିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ସସ୍ମିତା ଗୁରୁମା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଦୀନବନ୍ଧୁ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ୯୨ ଜଣ ଅଭିଭାବକ ଅଭିଭାବକା ଯୋଗ ଦେଇଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗ ରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

0
0
0
s2sdefault