ହେଡଲାଇନସ୍:

ମହଙ୍ଗା ପଡିଲା ନିଶା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପ୍ରିୟବ୍ରତ ପଣ୍ଡା /ନୂଆପଡା:  ୨୦ତାରିଖ  ସମୟ ପାଖାପାଖି ସନ୍ଧ୍ୟା  ୫.୫୦ |  କରଙ୍ଗାମାଲ ଗ୍ରାମର  ନିଶାଶକ୍ତ ଅବସ୍ଥାରେ ଗଲେରି ଉପରେ ଚଢି ବୁଲୁଥିବା ପଂଚାୟତର ରାତ୍ରି ଜଗୁଆଳି ହାତୀରାମ ବାଗ ବୟସ ୫୨ ଭାରସାମ୍ୟ ହରାଇ ପ୍ରାୟ ୨୫ ଫୁଟ ଉଚ୍ଚରୁ ତଳକୁ ପଡି ଯାଇଥିଲେ । ଚେତାଶୂନ୍ୟ ଅବସ୍ଥାରେ ଯୁବକ ମାନଙ୍କ ଦ୍ୱାରା ଆମ୍ବୁଲାନ୍ସ ମାଗାଯାଇ ଚିକିତ୍ସାଳୟରେ ଭର୍ତି କରାଯାଇଥିବାର ସୂଚନା ମିଳିଛି । ନୂଆପଡା ଜିଲ୍ଲାରେ ଗ୍ରାମେ ଗ୍ରାମେ ମଦର ଅବାଧ କାରବାର ଏହିପରି ଘଟଣାର ମୂଳ କାରଣ ଅଟେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚା ହେଉଛି ।

0
0
0
s2sdefault