ହେଡଲାଇନସ୍:

ଉପକାରାଗାରରେ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜୟପୁର(ଶାସକ ପ୍ରଶାସକ) : କୋରାପୁଟ ଜିଲ୍ଲା ଜୟପୁର ଉପକାରାଗାରରେ ସ୍ପିରିଟ ପିଇ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ l ଡାକ୍ତରଖାନାରେ ଭର୍ତ୍ତି | କଏଦୀ ପାଖକୁ କେମିତି ଆସିଲା ପୋଲିସ ଏ ନେଇ ତନାଘନା ଆରମ୍ଭ କରିଛି |

0
0
0
s2sdefault