ହେଡଲାଇନସ୍:

ସର୍ବଭାରତୀୟବୋଡାସମ୍ବର କ୍ରିକେଟ କପ ଉଦଘାଟିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ ଶାସକ ପ୍ରଶାସକ : ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚବିଦ୍ୟାଳୟ ଖେଳ ପଡିଆ ଠାରେ ବୋଡାସମ୍ବର ସ୍ପୋର୍ଟିଙ୍ଗ ଆନୁକୂଲ୍ୟରେ ୨୬ତମ ସର୍ବଭାରତୀୟବୋଡାସମ୍ବର  କ୍ରିକେଟ କପ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନ ଓ ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଦୀପ କୁମାର ସାହୁ ଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉଦଘାଟନୀ ମ୍ୟାଚ ବ୍ଲୁ ଡାଇମଣ୍ଡ ବରଗଡ଼ ଓ ସେଲ ରାଂଚି ମଧ୍ୟରେ ଅନୁଷ୍ଠିତ ହେବ । ବ୍ଲୁ ଡାଇମଣ୍ଡ ବରଗଡ଼ ଦଳ ଟସ ଜିତି ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛନ୍ତି । ସର୍ବଭାରତୀୟ ବୋଡାସମ୍ବର କପ ଦେଖିବାକୁ କ୍ରିକେଟ ପ୍ରେମୀ ମାନେ ଚାହିଁ ରହିଥାନ୍ତି, ପ୍ରଥମ ମ୍ୟାଚରୁ ହଁ ବିପୁଲ ମାତ୍ରାରେ ଦର୍ଶକ ମାନଙ୍କ ସମାଗମ ପରିଲକ୍ଷିତ ହୋଇଥିଲା ।

0
0
0
s2sdefault