ହେଡଲାଇନସ୍:

ସାବାସ ଶଗଡ଼ବାସା ବାସିନ୍ଦାଙ୍କୁ : ଏମାନଙ୍କଠୁ କିଛି ଶିଖିବାର ଅଛି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଲୋକଙ୍କୁ ଦେଲେ ସଚେତନତାର ବାର୍ତ୍ତା, ସରକାରଙ୍କୁ ଦେଲେ ଉଦାସୀନତାର ଜବାବ 

ଯେତେ ସାବାସ କହିଲେ ବି କାମ ହେବ ଶଗଡ଼ବାସା ବାସିନ୍ଦାଙ୍କୁ  | ବାସ୍ତବରେ ଏମାନଙ୍କଠୁ କିଛି ଶିଖିବାର ଅଛି | ଏମାନେ ଏମିତି କାମ କରିଛନ୍ତି ଯାହା ଯେଉଁଥିରେ ଅଛି ପ୍ରଶାସନ ବିରୋଧରେ ପ୍ରତିବାଦର ସ୍ୱର, ଲୋକଙ୍କୁ ପାଇଁ ଅଛି ନିଜ ଦାୟିତ୍ୱ ପାଇଁ ଆଚି  ସଚେତନତାର ବାର୍ତ୍ତା | ସରକାର ଓ ପ୍ରଶାସନର ଲଗାତାର ଅବହେଳାକୁ ଏମାନେ ଦେଇଛନ୍ତି ଶକ୍ତ ଚାପୁଡ଼ା | ଆଉ ଲୋକଙ୍କୁ ଗୋଟାଏ ବାର୍ତ୍ତା ଦେଇଛନ୍ତି ଲୋକମାନଙ୍କୁ | ସବୁ କଥାରେ ସରକାରଙ୍କ ଉପରେ ନିର୍ଭର କରି ହାତରେ ହାତ ଯୋଡି ବସିଗଲେ ହେବନି | ଉଦ୍ୟମ କଲେ ସରକାରୀ ଉଦାସୀନତା ସ୍ୱତ୍ୱଟିଏ ଯେ କୌଣସି ସମସ୍ୟାର ସମାଧାନ ବାହାରି ପାରିବ | 

ଶଗଡବସା, ଗଂଜାମ ଜିଲ୍ଲା ସୋରଡା ବ୍ଳକର ଏକ ଉପାନ୍ତ ଇଲାକା ଗାଁଟିଏ । ଯେଉଁ ଗାଁରେ ପ୍ରାୟ 20ରୁ ଅଧିକ ଅ।ଦିବାସୀ ପରିବାର ବହୁ ବର୍ଷ ହେଲା ବସବାସ କରିଅ।ସୁଥିବା ବେଳେ ଗାଁରେ ସବୁବେଳେ ପାଣି ର ସମସ୍ୟା ଲଗା ରହିଥିଲା । ଗାଁରେ ଲାଗିରହିଥିବା ପାଣି ସମସ୍ୟାକୁ ଦୁର ଏକ ପାଣି ଟାଙ୍କିଟିଏ ନିର୍ମାଣ କରିବା ପାଇଁ ପ୍ରଶାସନ ପାଖରେ ବହୁବାର ଦାବି କରୁଥିଲେ ଲୋକେ । ହେଲେ କେହି ବି ସୁଣିଲେ ନାହିଁ । ବାଧ୍ୟ ହୋଇ ଗାଁ ଲୋକେ ମେଳିବାନ୍ଧି ନେଇଥିଲେ କଠୋର ନିଷ୍ପତ୍ତି । ଅ।ଉ ଘର ପିଛା ଦୁଇଶହ ଟଙ୍କା ଲେଖାଁଏ ଚାନ୍ଦା କରି ଗାଁ ନିକଟରେ ଥିବା ଝରଣା ରୁ ପାଇପ ସାହାର୍ଯ୍ୟରେ ନିର୍ମାଣ କରିଲେ ଛୋଟିଅ। ପାଣି କୁଣ୍ଡଟିଏ । ଯାହାକି 24ଘ ବିନା ମୋଟରରେ ପାଣି ପାଇପାରୁଛନ୍ତି ଲୋକେ । ସତେ ଯେମିତି ଅଶିକ୍ଷିତ ଅ।ଦିବାସୀ ମାନଙ୍କ ବୁଦ୍ଧି ଅ।ଗରେ ହାର ମାନିଛି ଶିକ୍ଷିତ ମାନଙ୍କ ଜ୍ଞାନ କୌଶଳ ।

0
0
0
s2sdefault