ସୁଦୁ ଦିପହରଟାରେ   ଶ୍ରୀକୃଷ୍ଣ, କୃଷ୍ଣ ଶାନ୍ତିରେ କରୁଥିଲେ ରାସଲୀଳା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅତର୍କିତ ଚଢ଼ାଉ କରି ୧୫ ହଳ ଯୁବକ ଯୁବତୀଙ୍କୁ ପୋଲିସ ଧରିନେଲା 

ବାରିପଦା(ଦିଲ୍ଲୀପ ମହାନ୍ତି) ବାରିପଦା ଟାଉନରେ ୱାର୍ଡ ନମ୍ବର ୪ରେ  ଥିବା ତିନୋଟି  ଲଜରେ  ଦିନ ଦିପହର ଚାଲିଥିଲା ରାସଲୀଳା | ଖବର ପାଇଁ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉ କରି କବାଟ ବନ୍ଦ କରି ଅସଂଯତ ଅବସ୍ଥାରେ ଥିବା ୧୫ ଯୁଗଳ ମୂର୍ତ୍ତିଙ୍କୁ ଧରିଛି | ତିନୋଟି ଲଜର ନାମ ଶାନ୍ତି, କୃଷ୍ଣ ଓ ଶ୍ରୀକୃଷ୍ଣ | ଖବର ପାଇ ଟାଉନ ଥାନା ପୋଲିସ ଲଜରେ ଅତର୍କିତ ଚଢ଼ାଉ କରିଥିଲା |  ବାରିପଦା  ଟାଉନ ଥାନା ଆଇଆଇସିଙ୍କ  ନେତୃତ୍ୱରେ ହୋଇଥିବା ଏକକାଳୀନ ଚଢ଼ାଉ ବେଳେ ୧୫  ମହିଳା ଓ ୧୫ ପୁରୁଷଙ୍କୁ ପୋଲିସ ଆପତ୍ତିଜନକ ଅବସ୍ଥାରେ ଉଦ୍ଧାର କରିଥିଲା | ସେହି ୧୫ ହଳ  ଯୁବକ ଯୁବତୀ, ଲଜ ମାଲିକ ଓ ମ୍ୟାନେଜରଙ୍କୁ ଥାନାକୁ ଧରି ଆଣି ପୋଲିସ ପଚରା ଉଚୁରା  ଜାରି ରଖିଛି | 

0
0
0
s2sdefault