ହେଡଲାଇନସ୍:

ସ୍ଵେଚ୍ଛାସେବୀ ସଂଗଠନ "ସହଯୋଗ " ପକ୍ଷରୁ ଶୀତବସ୍ତ୍ର ବଣ୍ଟନ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବୀରମହାରାଜପୁର -( ବିନୋଦ ପାଣ୍ଡେ ) :ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ ସ୍ଵେଚ୍ଛାସେବୀ ସଂଗଠନ "ସହଯୋଗ " ପକ୍ଷରୁ ସମସ୍ତ ରୋଗୀ ମାନଙ୍କୁ ଶୀତ ଦାଉରୁ ରକ୍ଷା ପାଇବା ପାଇଁ  ଶୀତ ବସ୍ତ୍ର ବଣ୍ଟନ କରାଯାଇଛି । "ସହଯୋଗ " ସଂଗଠନ ର ସମସ୍ତ  ସଭ୍ୟମାନେ ଡାକ୍ତର ଖାନାକୁ ଯାଇ ରୋଗୀ ଓ ସମ୍ପର୍କୀୟ ମାନଙ୍କୁ ରୋଗୀ ସେବା ଠିକ୍ ଭାବରେ କରାଯାଉଛି କି, ଅବହେଳା କରୁଛନ୍ତି ବୋଲି ବୁଝିଥିଲେ । ଏହି କାର୍ଯ୍ୟକ୍ରମରେ" ସହଯୋଗ " ର ସଭାପତି ନବାରୁଣ ଦେବଦତ୍ତ ଶତପଥୀ,  ସମ୍ପାଦକ ପ୍ରକାଶ କୁମାର ପଧାନ,  ପୂଜକ ସୁଶାନ୍ତ ପୁରୋହିତ, ଶୁଭେନ୍ଦୁ ଚାନ୍ଦ ,ଟିଟି ପଣ୍ଡା, ରବିନାରାୟଣ ହୋତା, ଗୋପବନ୍ଧୁ ମେହେର, ସରୋଜ ନାୟକ, ସିଦ୍ଧାର୍ଥ ପୁରୋହିତ ଓ ସୋମନାଥ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

0
0
0
s2sdefault