ହେଡଲାଇନସ୍:

ବିଜେପୁର ଉପନିର୍ବାଚନର ଫଳାଫଳ ପାଇଁ ପୂର୍ବାନୁମାନ ନିଷିଦ୍ଧ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର : ଭାରତର ନିର୍ବାଚନ ଆୟୋଗ ଜନପ୍ରତିନିଧି  ଆଇନ ୧୯୫୧ର ଧାରା ୧୨୬(କ)ର ଉପଧାରା(୧) ଅନୁସାରେ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୪ ଫେବୃଆରୀ, ୨୦୧୮(ଶନିବାର) ଅନୁଷ୍ଠିତ ହେଉଥ#ବା ଉପନିର୍ବାଚନର ଜନମତ ସର୍ବେକ୍ଷଣ କିମ୍ବା ପୂର୍ବାନୁମାନ ଫଳାଫଳ(ଏକ୍ଜିଟ୍ ପୁଲ୍)କୁ ଉକ୍ତଦିନ ସକାଳ ୮ଟାରୁ ସନ୍ଧ୍ୟା ୫.୩୦ ମିନିଟ୍ ପର୍ଯ୍ୟନ୍ତ ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମ, ପ୍ରିଣ୍ଟ ମିଡ଼ିଆ କିମ୍ବା ଯେ କୌଣସି ସଂସ୍ଥା ଦ୍ୱାରା ଆକଳନ, ପୂର୍ବାନୁମାନ ଓ ପ୍ରଚାରପ୍ରସାରକୁ ସଂପୂର୍ଣ୍ଣ ନିଷିଦ୍ଧ କରିଛନ୍ତିା 

 

0
0
0
s2sdefault