ହେଡଲାଇନସ୍:

ଶ୍ରୀମା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକ କ୍ରୀଡ଼ାତ୍ସୋବ ଉଦଘାଟିତ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲ (ଯଶୋବନ୍ତ ନାରାୟଣ ସାହୁ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କଦଳୀଗଡ଼ ଶ୍ରୀମା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକ କ୍ରୀଡ଼ାତ୍ସୋବ ଶୁକ୍ରବାର ଉଦଘାଟିତ ହୋଇଯାଇଛି l ଏହା ୨ ଦିନ ଧରି ଚାଲିବ l ଏହି କ୍ରୀଡ଼ାତ୍ସୋବକୁ ସ୍କୁଲ ପରିଚାଳନା କମିଟୀ ସଭାପତି ପ୍ରତାପ ମେଶ୍ୱା, ସଂପାଦକ ଶଙ୍କର୍ଷଣ ମହାଖୁଡ଼ ଆନୁଷ୍ଠାନିକ ଭାବରେ ଯୋଗ ଦେଇ ଉଦଘାଟନ କରିଥିଲେ l ଏଥିରେ ଦୌଡ଼,ଲମ୍ବଡ଼ିଆଁ,ଉଚ୍ଚଡ଼ିଆଁ ଇତ୍ୟାଦି ଖେଳକୁଦ ପ୍ରତିଯୋଗିତା ହୋଇଥିଲା l ଖେଳ ଶିକ୍ଷକ ଜିନିୟସ୍ ପ୍ରଧାନ ,ଜଗବନ୍ଧୁ ପ୍ରଧାନ କ୍ରୀଡ଼ା ପରିଚାଳନା କରିଥିଲେ l

0
0
0
s2sdefault