ହେଡଲାଇନସ୍:

ବିଜୁ ପଟ୍ଟନାୟକ ମେମୋରିଆଲ  କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦ୍ଘାଟିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ (ହୋରାଚାନ୍ଦ ଦେଉରିଆ): ଆଜି ପ୍ରଥମ ବିଜୁ ପଟ୍ଟନାୟକ ମେମୋରିଆଲ  କ୍ରିକେଟ ଟୁର୍ଣ୍ଣlମେଣ୍ଟର  (Trophy)ର ଶୁଭ ଉଦ୍ଘାଟନୀ ଉତ୍ସବ କାର୍ଯ୍ୟକ୍ରମ ମା ସମଲେଇ ମନ୍ଦିର ପରିସରରେ ହୋଇଯାଇଛି l ଏହି ଉଦ୍ଘାଟନୀ ଉତ୍ସବରେ ହରଜେନ୍ଦ୍ର ସିଂ, ବୈକୁଣ୍ଠ ନାଏକ, ପଞ୍ଚା ବlର୍ଲା , କୁନୁ ତ୍ରିପାଠୀ,ବେଣୁଧର ତାଣ୍ଡିଆ ,ସୁମନ୍ତ ସାହୁ , ସିଦ୍ଧି ସ୍ୱର୍ଣ୍ଣlକର, ଓଲିଉଡ ଷ୍ଟାର ପ୍ରଦୀପ ଦତ୍ତ, ଡ଼ .ବିପ୍ଳବ ନାଏକ ,ଶିବାଜୀ ନାଏକ, ମୁକେଶ ପୁରୋହିତ ,ଆନନ୍ଦ ଚନ୍ଦ୍ର ହୋତା,ବୁଢ଼ା ଭିତ୍ରିଆ,ବିବେକ ନାଏକ,ହେମନ୍ତ ପାଢ଼ୀ ,ଅଭିଷେକ ତ୍ରିପାଠୀ ,କ୍ଷେତ୍ର ମୋହନ , ଅଭିନନ୍ଦନ ନାଏକ , ରାଜା ପଣ୍ଡା ,ଲଲନ ନାଏକ ,ପ୍ରଦୀପ ପଟେଲ ,ରବି ଜେଶ୍ଵlଲ,ଆକାଶ ସାହୁ ,ରୋଶନ ସାହୁ ,ଅମନ ସାହୁ ,ରାଜେଶ ପାଢ଼ୀ, କ୍ରାନ୍ତୀଦେବ ମହାରଣା ,ଆଶିଷ ମିଶ୍ର ,ଅଙ୍କୁଶ କଳସେର ,ସୁବ୍ରତ ନାଏକ  ପ୍ରମୁଖ ଉପସ୍ଥିତ ଥିଲେ |

0
0
0
s2sdefault