- Hits: 761
୨୦ ରେ ପାଟକୁରା ନିର୍ବାଚନ, ୨୪ରେ ଗଣତି
ଭୁବନେଶ୍ୱର(Shasak Prashasak) :- ବାଜିଲା ଭେରୀ, ୨୦ ତାରିଖରେ ହେବ ଭାଗ୍ୟ ପରୀକ୍ଷା ପାଟକୁରାରେ | ଏଥର କାହା ବାରି, ପ୍ରାୟ ୨୦ ବର୍ଷ ଧରି ବିଧାନ ସଭା ଯିବାରୁ ବଂଚିତ ହୋଇଥିବା ବିଜୟ ମହାପାତ୍ର ନା ଦିବଂଗତ ନେତା ବେଦପ୍ରକାଶ ଅଗ୍ରୱାଲଙ୍କ...

ପ୍ରଥମଥର ନିର୍ବାଚିତ ହୋଇଥିବା ବିଜେଡି ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦୁର୍ନୀତି ଠାରୁ ଦୂରେଇ ରହି ସରଳ ଓ ନମ୍ର ହୁଅ ଦଳୀୟ ରାଜନୀତିରୁ ଊଦ୍ଧ୍ୱର୍କୁ ଯାଇ ଲୋକଙ୍କ ସେବାକର୨୦୦୦ ମସିହାର ନିଜ ଅନୁଭୂତିର ଉଦାହରଣ ଦେଲେ...
ଭୁବନେଶ୍ୱର – ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ପବିତ୍ର ଶ୍ରାଦ୍ଧଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ସମେତ...
ଟାର୍ଗେଟରେ ସୁଶାନ୍ତ, କି ମିଛ ଗପ......ମୂଳରୁ ମାଈପ ନାହିଁ ପୁଅ ନା ଗୋପାଳିଆ ବରଗଡ (ଗୌରାଙ୍ଗ ଚରଣ ଦାସ ):- ପୋଖରୀରୁ ନଗଦ ନଗଦ ଧରାହୋଇ ଆସି ଫକ ଫକ ଡେଉଁଥିବା ମାଛରେ ବି ପୋକ ପକାଇବାକୁ ଯଦି କହିବ ତେବେ କିଛି ଲୋକ ଅଛନ୍ତି...
ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ଓଡିଶା ପ୍ରତି ନବୀନ ସରକାରଙ୍କ ଦାନ ଭୁବନେଶ୍ୱର (ଶାସକ ପ୍ରଶାସକ) – ଓଡିଶାରେ ସରକାରୀ ସ୍କୁଲରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ସ୍ତରରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ନେଇ ସରକାରଙ୍କୁ ସମାଲୋଚନା...