- Hits: 655
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଋକ୍ତ ଅଭାବରୁ ନିଃସହାୟ ମହିଳାଙ୍କ ମୃତ୍ୟୁ ଦୁଃଖଦାୟକ : ଟଙ୍କଧର ତ୍ରିପାଠୀ
ସ୍ୱାସ୍ଥ୍ୟମନ୍ତ୍ରୀ ଏହି ମୃତ୍ୟୁର ନୈତିକ ଦାୟିତ୍ୱ ନିଜ ମୁଣ୍ଡକୁ ନିଅନ୍ତୁ ମୃତ୍ୟୁ ବାବଦକୁ କ୍ଷତିପୂରଣ ଓ ଅସହାୟ ପିଲାଙ୍କ ଯତ୍ନ ନିଅନ୍ତୁ ସରକାର ସ୍ୱାସ୍ଥ୍ୟ ମନ୍ତ୍ରୀ ରକ୍ତଭଣ୍ଡାର କାମ କରିବ କହି ଘଟଣା ଉପରୁ ନଜର ହଟାଇବାକୁ...