ନୟାଗଡରୁ ବିଶ୍ୱଜିତ ନାୟକ : କ୍ରମାଗତ ତୈଳ ଦର ବୃଦ୍ଧି ଭଳି କେନ୍ଦ୍ର ସରକାରଙ୍କ ଜନବିରୋଧୀ ନିଷ୍ପତ୍ତି ପ୍ରତିବାଦରେ ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳର ମିଳିତ ଆହ୍ୱାନ କ୍ରମେ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ୍ ସମ୍ମୁଖରେ ସେପ୍ଟେମ୍ବର ୭...
ନୟାଗଡରୁ ବିଶ୍ୱଜିତ ନାୟକ : କ୍ରମାଗତ ତୈଳ ଦର ବୃଦ୍ଧି ଭଳି କେନ୍ଦ୍ର ସରକାରଙ୍କ ଜନବିରୋଧୀ ନିଷ୍ପତ୍ତି ପ୍ରତିବାଦରେ ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳର ମିଳିତ ଆହ୍ୱାନ କ୍ରମେ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ୍ ସମ୍ମୁଖରେ ସେପ୍ଟେମ୍ବର ୭...
ରାଫେଲ ଦୂର୍ନିତୀ ଏନଡିଏ ସରକାରଙ୍କର ସବୁଠାରୁ ବଡ ଦୂର୍ନୀତି – କଂଗ୍ରେସ ବାରିପଦା(dillip mohanty) ବର୍ତ୍ତମାନ କେନ୍ଦ୍ରର ଏନଡିଏ ସରକାର ସବୁଠାରୁ ବଡ ଦୂର୍ନିତୀ ରାଫେଲ ଦୂର୍ନୀତି ରେ ଜୁଡୁବୁଡୁ ହୋଇଥିବାର ଅଭିଯୋଗ କରିଛି କଂଗ୍ରସେ ।...
ଟଙ୍କାର ସାମାନ୍ୟ ଅବମୂଲ୍ୟାୟନ ମଧ୍ୟ ତୈଳଦର ଉପରେ ପ୍ରଭାବ ପକାଉଛି ପେଟ୍ରୋଲ ଓ ଡିଜେଲକୁ ସାମଗ୍ରୀ ଜିଏସଟି ବ୍ୟବସ୍ଥା ବାହାରେ ଥିବାରୁ ପ୍ରାୟ ୧୫ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି ପେଟ୍ରୋଲ, ଡିଜେଲକୁ...
ବଲାଙ୍ଗିର(ନିରୋଜ ମିଶ୍ର) - ସଂସଦ ଭିତରେ ରାଫେଲ ବିମା କିଣାକୁ ହେଇଥିବା ଦୁର୍ନିତିକୁ ନେଇ ଯାହା ପ୍ରଶ୍ନ ପ·ରିଲେ ବି ସରକାର ନିରବ । ଆମର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହାକୁ ନେଇ ସଂସଦରେ ବାରମ୍ବାର ପ୍ରଶ୍ନ ପ·ରିଲେଣି । ସରକାର ନିଜର...
ରାଫେଲ ଯୁଦ୍ଧ ବିମାନ କିଣା ଦୁର୍ନିତି ଓଡିଶା ବେକାର ଯୁବକଙ୍କ ପାଇଁ କେନ୍ଦ୍ରର ଚରମ ଉପହାସ :ସମରେନ୍ଦ୍ର ବଲାଙ୍ଗିର/ନିରୋଜ ମିଶ୍ର - ଦେଶର ସବୁଠାରୁ ବଡ ପ୍ରତିରକ୍ଷା ଦୁର୍ନିତି ରାଫେଲ ଯୁଦ୍ଧ ବିମାନ କିଣାରେ ମୋଦୀ ସରକାରର ଅସଲ ମୁଖା...