ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ କରିଥିବା କାର୍ତିକ ଆରଏସଏସ କରମୀ: ବିଜେଡି ଦେଲା ପ୍ରମାଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

1-bjd-c.jpg - 134.33 kB

ଭୁବନେଶ୍ୱର :  ଗତକାଲି କୁମ୍ଭାରୀ ଗ୍ରାମରେ ମାନନ୍ଥବର ମୁଖନ୍ଥମନ୍ତ୍ରୀ ଶ୍ରୀଯୁଚ୍ଛ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର କଲାବେଳେ କାର୍ନ୍ନିକ ମେହେର ନାମକ ଜଣେ ବନ୍ଥଚ୍ଛି ମୁଖନ୍ଥମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗିବାକୁ ଉଦନ୍ଥମ କରିଥିଲେ  । ବିଜେଡି ତରଫରୁ ଏହାକୁ ଆମେ କଡ଼ା ନିନ୍ଦା କରିଥିଲୁ  ଏବଂ ସିଧାସଳଖ ଭାବେ ଆକ୍ଷେପ କରିଥ#ଲୁ, ଏହାର ବିଜେପିର ଏକ ଷଡ଼ଯନ୍ତ୍ର । ଆଜି ପଦ୍ମପୁରର ଆଇଆଇସିଙ୍କ ଉଚ୍ଛି ଯେ କାର୍ନ୍ନିକ ଜଣେ ମାନସିକ ଭାରସାମନ୍ଥ ହରାଇଥ#ବା ବନ୍ଥଚ୍ଛି, ଏଭଳି ଅତୀତରେ ମଧ୍ୟ ଅନେକ କାଣ୍ଡ ଘଟାଇଛନ୍ତି ଏବଂ କାର୍ନ୍ନିକ କୌଣସି ରାଜନୈତିକ ଦଳରେ ସଂପୃଚ୍ଛ ନୁହନ୍ତି । ଏ ଉଚ୍ଛିକୁ ନେଇ ବିଜେପିର ନେତାମାନେ ଖାସ କରି  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମରେ ଏହା ଉକ୍ତି ରଖିଥିଲେ  କି, ଯଦିଓ ଘଟଣା ନିନ୍ଦନୀୟ, ବିଜେପିକୁ ଏହା ଟାଣିକରି ସାମିଲ କରାଯାଉଛି । ଯେଉଁ ବନ୍ଥଚ୍ଛି ଘଟଣା ଘଟଇଛନ୍ତି ତାଙ୍କର ମାନସିକ ସନ୍ତୁଳନ ନଥିଲା  ଏବଂ ପୋଲିସ ତାକାମ ଠିକ ରେ କରିପାରିଲା ନାହିଁ । ସୋସିଆଲ ମିଡିଆରୁ ଯାହା ଜଣାପଡେ ଏହା ସଂପୂର୍ଣ୍ଣ ଭାବେ ଭୁଲ । କାର୍ନ୍ନିକ ମେହେରଙ୍କ ମାନସିକ ଭାରସାମନ୍ଥ ଓ ସନ୍ତୁଳନ ଠିକ ଅଛି ଏବଂ ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ ଆରଏସଏସର ସଦସନ୍ଥ ଅଟନ୍ତି, ଯାହା ସୋସିଆଲ ମିଡିଆର ଫଟୋରୁ ଜଣାପଡେ । ତେଣୁକରି ଗତକାଲି ଘଟିଥିବା  ଘଟଣା ବିଜେପିର ଦ୍ୱାରା ରଚିତ-ପ୍ରେରିତ-ଷଡ଼ଯନ୍ତ୍ରଭୁଚ୍ଛ, ଏହା ସ୍ପଷ୍ଟ ପ୍ରମାଣ ହୋଇଛି ଏବଂ ମାନନ୍ଥବର କେନ୍ଦ୍ରମନ୍ତ୍ରୀଙ୍କ ଉଚ୍ଛି ସଂପୂର୍ଣ୍ଣ ଭୁଲ ବୋଲି ସାବନ୍ଥସ୍ତ ହେଉଛି । ଏଥିରୁ  ସ୍ପଷ୍ଟ ଜଣାପଡେ ଯେ ବିଜେପି କେତେ ନିମ୍ନ ସ୍ତରକୁ ଖସି ରାଜନୀତି କରିପାରେ । ଅପରନ୍ତୁ, ବିଜେଡି ତରଫରୁ ମଧ୍ୟ ପୋଲିସ ଡିଜିଙ୍କ ପାଖରେ ଆପନ୍ନି ଜଣାଯାଉଛି ଯେ ପଦ୍ମପୁର ଆଇଆଇସି ଜନୈକ ଇଲେକେଫ୍ରାନିକ¥ ଗଣମାଧ୍ୟମରେ କାହା ଚାପର ବଶବର୍ନ୍ନୀ ହୋଇ ଏଭଳି ଉଚ୍ଛି ରଖିଛନ୍ତି , ତାହା ମଧ୍ୟ ତଦନ୍ତ ହେବା ଉଚିତ¥ ବୋଲି ସାଂସଦ ତଥା ମୁଖପାତ୍ର ଶ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ।

0
0
0
s2sdefault