ହେଡଲାଇନସ୍:

କେନ୍ଦୁଗୁଡା : ମହାସମାରୋହରେ ପାଳିତ ହେଲା ମା ଚଣ୍ଡୀଙ୍କ  ପୂଜା |

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ସିନାପାଲ୍ଲୀରୁ ନିରାକାର ମେହେର : ନୂଆପଡା ଜ଼ିଲ୍ଲା ସିନାପାଲି ବ୍ଲକରଐତିହାସିକ ତଥା ପାରମ୍ପରିକ  ଚଣ୍ଡୀ ଦେବୀ ଉତ୍ସବ ମହାସମାରୋହରେ ପାଳିତ ହୋଇଥିଲା | ଭୋର 5 ଟାରୁ ରାତି 12ଟା ପର୍ଯ୍ୟନ୍ତ ପାଳିତ ହୋଇଥିଲା | ଛତିଶଗଡ଼, ବଲାଙ୍ଗୀର, ନବରଙ୍ଗପୁର, ଓ କଲାହାଣ୍ଡିର ମଧ୍ୟ ହଜାର ହଜାର ଶ୍ରଦ୍ଧାଲୁ ଭକ୍ତ ମାନେ ଚଣ୍ଡୀ ମନ୍ଦିରରେ ପୂଜା ଅର୍ଚନା କରିଥିଲେ | କେଉଁ ଅନାଦି କାଳରୁ ଏହି ଚଣ୍ଡୀ ପୂଜା ହୋଇଆସୁଅଛି | ଏବଂ ଦେବୀ ଶକ୍ତି ପରାକ୍ରମରେ ରୋଗ, ବ୍ୟାଧି, ଗୁଣିଗାରିଡି ସବୁ ମା ଚଣ୍ଡୀ ଦେବୀ ପରାକ୍ରମ ରେ ଭଲ ହୋଇ ଆସୁଛନ୍ତି ବୋଲି ଲୋକଙ୍କ ମନରେ ବିଶ୍ୱାସ  | ଏହି ମନ୍ଦିରର ପୂଜକ, ଅବଳ ନାଗ, ଧନେଶ୍ୱର ନାଗ, ମୋହନ ନାଗ, ଓ  ମନ୍ଦିର ପରିଚାଳନା କମିଟି ଜଗସନ ମାଝୀ, ସୁରେଶ ନାଗ, ପ୍ରଭୁତି ଗ୍ରାମବାସି ସହଯୋଗରେ ମା ଚଣ୍ଡୀ ଦେବୀଙ୍କ ପୂଜା ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା | 

0
0
0
s2sdefault