ହେଡଲାଇନସ୍:

କୁଚିଣ୍ଡା ଠାରେ ନୂଆଖାଇ ଭେଟଘାଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


କୁଚିଣ୍ଡା/ ଶାନ୍ତନୁ ବେହେରା  ଆଜିି ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଠାରେ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଥିଲା ଏଠାରେ ମୂଖ୍ୟ ଅତିଥି ଭାବରେ ସାଂସଦ ପ୍ରତାପ ଦେବ, ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତି ଉପସ୍ଥିତ ଥିଲେ।

0
0
0
s2sdefault