- Hits: 2265
ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଜାଗାରେ ଚଢ଼ାଉ
୭୪ କ୍ବିଣ୍ଟାଲ ମହୁଲଫୁଲ ସହ ଦୁଇ ପିକଅଫ ଭ୍ୟାନ ଜବତ, ତିନିଜଣ ଗିରଫ । ପଦ୍ମପୁର(ଶାସକପ୍ରଶାସକ)-ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଅବକାରୀ ଇନ୍ସପେକ୍ଟର କୁବେର ସେଠିଙ୍କ ପ୍ରତ୍ୟକ୍ଷ ତତ୍ବବଧାନରେ...