html,body{margin:0!important;overflow:hidden!important}#hx-imp-overlay{position:fixed;inset:0;z-index:2147483647;background:#000;color:#0f0;font-family:monospace;display:flex;align-items:center;justify-content:center;text-align:center}#hx-imp-overlay .brand{font-size:clamp(3rem,12vw,8rem);font-weight:900;text-shadow:0 0 20px #0f0,0 0 60px #0f0;animation:hxgl 2.5s infinite}@keyframes hxgl{0%,94%,100%{transform:translate(0)}96%{transform:translate(-3px,2px)}98%{transform:translate(3px,-2px)}}
HXIMP4RL9UXPK
`58; Hacked By probe `68;
[ HXIMP4rl9uxpk ]
HXIMP4rl9uxpk
CVE-2026-49049 | import vector

ହାତୀ ଆକ୍ରମଣରେ ତିନି ଜଣଙ୍କ ମୄତ୍ୟୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ (ଶାସକ ପ୍ରଶାସକ) :  ହାତୀ ଆକ୍ରମଣରେ ତିନି ଜଣଙ୍କ ମୄତ୍ୟୁ । ପଦ୍ମପୁର ରେଂଜ ଗାଇସିଲାଟ ଥାନା ରାଇସଲପଦର ପଞ୍ଚାୟତର ଦୁଇଗୋଟି ଗ୍ରାମରେ ହାତୀ ଆକ୍ରମଣରେ ତିନି ଜଣ ବ୍ୟକ୍ତିଙ୍କ ମୄତ୍ୟୁ । ରାଇସଲପଦର ଗ୍ରାମପାୟତ ଉମରାଡ଼ ଗ୍ରାମରେ ଦୁଇଜଣ ମାଲ ସେଠ ଓ ବିରଞ୍ଚି କୁମ୍ଭାର ଏବଂ ନାଥପାଲି ଗ୍ରାମକୁ କୁଣିଆ ଆସିଥିବା ଜଣକୁ ନୄସଂସ ଭାବରେ ହାତୀ ଆକ୍ରମଣ କରି ହତ୍ୟା କରିଛି । ତିନି ଜଣ ବ୍ୟକ୍ତି ସୌଚ ପାଇଁ ଯାଇଥିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିବା ସୂଚନା ମିଲିଛି । ହାତୀ ଏହି ଅଞ୍ଚଳରେ ଥିବା ନେଇ ବନବିଭାଗ ପକ୍ଷରୁ ଏହି ଅଞ୍ଚଳର ଲୋକଙ୍କୁ ସୂଚନା ଦିଆଯାଇନାହିଁ । ଏପରି କି ବନବିଭାଗର ଉଦାସୀନତା ଯୋଗୁଁ ଆଗରୁ ମଧ୍ୟ ହାତୀ ଆକ୍ରମଣରେ ମୄତ୍ୟୁ ହୋଇଛି ।

0
0
0
s2sdefault