- Hits: 769
ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ର ମୃତ୍ୟୁ
ପାଇକମାଲ/ଗୌରାଙ୍ଗ ଦାଶ :- ଏକ ଅଭାବନୀୟ ଘଟଣା କ୍ରମରେ ବୁଧବାର ପାଇକମାଲ ବ୍ଲକ ର କେଛୋଦାଦାର ଗ୍ରାମର ଦିବାକର ଲୁହାର ଙ୍କର ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହେଇ ଯାଇଥିଲା। ଆଜି ଦୀପହର ପ୍ରାୟ 2ଘଣ୍ଟା ସମୟରେ ହୀରାପୁର ନିକଟସ୍ଥ ଏକ...
ପାଇକମାଲ/ଗୌରାଙ୍ଗ ଦାଶ :- ଏକ ଅଭାବନୀୟ ଘଟଣା କ୍ରମରେ ବୁଧବାର ପାଇକମାଲ ବ୍ଲକ ର କେଛୋଦାଦାର ଗ୍ରାମର ଦିବାକର ଲୁହାର ଙ୍କର ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହେଇ ଯାଇଥିଲା। ଆଜି ଦୀପହର ପ୍ରାୟ 2ଘଣ୍ଟା ସମୟରେ ହୀରାପୁର ନିକଟସ୍ଥ ଏକ...
ପଦ୍ମପୁର/ନୀଳ ଦୀପ - ମଙ୍ଗଲବାର ଦିନ ସକାଳ ପ୍ରାୟ ୭ଟା ସମୟରେ ପଦ୍ମପୁର ପୋଲିସ ଛତିଶଗଡରୁ ·ଲାଣ ହେଉଥିବା ସମୟରେ ଗଂଜେଇ ଓ କଫ ସିରପ୍ ସହ ଜଣେ ଅପରାଧିକୁ ଗିରଫ କରିଛି । ଛତିଶଗଡ ସରାଇପାଲିରୁ ଏକ ବୋଲେରୋ ଯୋଗେ ନିଶା ସାମଗ୍ରୀ ·ଲାଣ...
ବୌଦ୍ଧ(ସିମୁନ୍ ନାଏକ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ କୁସଙ୍ଗ ପଞ୍ଚାୟତ ଅନ୍ତର୍ଗତ ସଙ୍କୁରି ଆରଡ଼ି ରୋଡ଼ ରେ ଏକ ବସ ଓଲଟି ପଡ଼ିଥିବା ଜଣାପଡ଼ିଛି l ପ୍ରାପ୍ତସୂଚନାନୁଯାୟୀ ବୌଦ୍ଧ ରୁ ଯାବର ଅଭିମୁଖେ ଯାଉଥିବା ଓଁକାର ନାମକ ଯାତ୍ରୀବାହୀ...
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଚିଲଡ୍ରେନ୍ସ କୋର୍ଟ ଜଜ୍ ସମର ବିଳାଶ ବେହେରା ଏକ ନାବାଳିକା ଗଣଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ଦୁଇ ଯୁବକ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତିଳପୋଷ ଗ୍ରାମର କାଳି ଚରଣ...
ଯାଜପୁରରୋଡ୍ (ବ୍ୟୁରୋ ଚିଫ୍, ଜୟଶଙ୍କର ଦାଶ): ରାଜ୍ୟରେ ଅଣହିନ୍ଦୁଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିଚାଲିଥିବାରୁ ସେହି ଅନୁପାତରେ ଚୋରି, ରାହାଜାନୀ, ଡକାୟତି ମଧ୍ୟ ବଢ଼ିଚାଲିଛି । ମାତ୍ର ପ୍ରଶାସନ ନିଦାବିଷ୍ଣୁ ସାଜିଛି । ଅଣହିନ୍ଦୁମାନେ...