ରେଢ଼ାଖୋଲରୁ ରିପୋର୍ଟ ଯଶୋବନ୍ତ ସାହୁ: ରେଢ଼ାଖୋଲ ରେଞ୍ଜ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଚଢ଼ାଉ କରଯାଇ ବୁର୍ଡା ଗାଁ ସ୍କୁଲ ନିକଟରୁ 75 ଖଣ୍ଡ କାଠ ପଟା ଜବତ କରାଯାଇଛି l ଏହି ଚଢ଼ାଉରେ ରେଞ୍ଜ ଅଧିକାରି ପ୍ରଦିପ ସେଠି,ଫରେଷ୍ଟର ପ୍ରିୟଦର୍ଶୀନି ପ୍ରଧାନ, ନାରାୟଣ ନାୟକ, ପୂର୍ଣ୍ଣଚନ୍ଦ୍ର ମହାନ୍ତି ପ୍ରମୁଖ ସାମିଲ ଥିଲେ |