ହେଡଲାଇନସ୍:

ରାଉରକେଲା ଇସ୍ପାତ ମାର୍କେଟ ଅର୍ବାନ ବ୍ୟାଙ୍କ ନିକଟରେ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା : ଇସ୍ପାତ ମାର୍କେଟ ନିକଟସ୍ଥ ଅର୍ବାନ ବ୍ୟାଙ୍କ ନିକଟରେ ଏକ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର କରାଯାଇଛି । ତେବେ ଏହି ଅଚିହ୍ନା ବ୍ୟକ୍ତି ଜଣକ କିଏ ଓ ଏଠାରେ ତାଙ୍କର ଶବ କିପରି ମିଳିଲା ସେ ସଂପର୍କରେ ସେକ୍ଟର ୧୯ଥାନାଧିକାରୀ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି । ଯଦି କୌଣସି ଭଦ୍ରବ୍ୟକ୍ତି ଏସଂପର୍କରେ କିଛି ଜାଣିଛନ୍ତି ତେବେ ଯୋଗାଯୋଗ କରିବା ପାଇଁ ଅନୁରୋଧ l

0
0
0
s2sdefault