ହେଡଲାଇନସ୍:

ପଲଟିଲା ଟ୍ରାକ୍ଟର , ଅଳ୍ପକେ ବର୍ତିଲେ ଦୁଇଜଣ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

01-08-18-GHU.jpg - 162.00 kB

ଘଂଟାଏ ଚାପି ହୋଇ ରହିଲା ପରେ ଉଦ୍ଧାର କଲା ଦମକଳ ବାହିନୀ

 କନ୍ଧମାଳ/ ଗଗନ କୁମାର ପ୍ରଧାନ :  ଅଳିଆ ପକାଇ ଫେରୁଥିବା ବେଳେ ଖାତରେ  ପଡିଲା  ଘୁ ଉଦୟଗିରି ଏନଏସି ଟ୍ରାକଟର | ମାଲିକାପଡ଼ି ପଂଚାୟତର ପାଙ୍ଗନାଯୁ ଅଂଚଳରେ ଥିବା କେନାଲରେ ଟ୍ରାକ୍ଟର ଖସିଲା | ତିନିଜଣ ଲେବର ଗାଡ଼ିରୁ ଦେଇ ପଡିଥିବା ବେଳେ ଡ୍ରାଇଭର ଓ ହେଲ୍ପର ଫସିଲେ ଗାତରେ | ଟ୍ରାକ୍ଟର ତଳେ  ଚାପି ହୋଇ ରହିଲେ ଦୁହେଁ | | ଘଂଟାଏ ଚାପି ହୋଇ ରହିବା ପରେ ଦମକଳ ବାହୀନି  ଓ ସ୍ଥାନୀୟ ଲୋକ ମାନେ ସହାୟତା କରୁ ଜେସିବି ସହାୟତାରେ ସେମାନଙ୍କୁ ଉଧାର କରିଥିଲେ | 

0
0
0
s2sdefault