ହେଡଲାଇନସ୍:

ଇନ୍ଦିରା ପଡିଆ ନିକଟରେ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 01-08-18-jhia.jpg - 126.19 kB

kandhamal/ Gagan Kumar Pradhan : କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବ୍ଲକ ଅନ୍ତର୍ଗତ ଇନ୍ଦିରା ପଡିଆ ନିକଟରେ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା କରିଥିବା ଜଣାପଡିଛି |  ପଡିଆ ନିକଟସ୍ଥ ଏକ ତେନ୍ତୁଳି ଗଛରେ ନିଜ ଓଢଣିରେ ବେକକୁ ବାନ୍ଧି ଝୁଲୁଥିବା ଦେଖିବାକୁ ମିଲିଥିଲା | ଲୋକେ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଂଚହିଁ ଶବକୁ ଜବତ କରିଥିଲା | ଏହା ହତ୍ୟା କି ଆତ୍ମହତ୍ୟା ଜଣା  ପଡିନଥିବା ବେଳେ ପୋଲିସ ଘୁ ଉଦୟଗିରି ଥାନା ଏକ ଅପମୃତ୍ୟୁ ମାମଲା  ୪/୨୦୧୮ ରୁକୁ କରିଛି | ପରିବାର ଲୋକ  ଏ ସମ୍ପର୍କରେ କିଛି କହୁନଥିବା ବେଲେ ଝିଅଟିର ମୃତ୍ୟୁର କାରଣ ଏବେ ଅସ୍ପଷ୍ଟ ରହିଛି |

0
0
0
s2sdefault