ହେଡଲାଇନସ୍:

ବଜ୍ରପାତରେ ଇଂଜିୟରିଙ୍ଗ ଛାତ୍ରର ମୃତ୍ୟୁ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଯାଜପୁର : ତରାପୁରସ୍ଥିତ କଳିଙ୍ଗନଗର ପଲିଟେକନିକର ୩ୟ ବର୍ଷ ମେକାନିକାଲ ଇଂଜିୟରିଙ୍ଗ ଛାତ୍ର ସୁମିତ କୁମାର ଶତପଥି(୨୦)ଙ୍କର ଆଜି ଅପରାହ୍ନରେ ବଜ୍ରପାତ ଯୋଗୁ ଛୋଟରାୟପୁର ନିକଟସ୍ତ ବାଲିଆପଶି ଛକରେ ମୃତ୍ୟୁ  ଘଟିଛି । ସାଇକେଲ ଯୋଗେ ସୁମିତ ଓ ତାଙ୍କ ସାନଭାଇ ମନଦୀପ ଘରକୁ (ନହକା, ଯାଜପୁରରୋଡ) ଫେରୁଥିବାବେଳେ ହଠାତ୍ ବ୍ରଜପାତ ହୋଇଥିଲା । ଫଳରେ ଘଟଣାସ୍ଥଳେ ସୁମିତଙ୍କର ମୃତୁ୍ୟ ହୋଇଥିଲା । ସାଇକେଲ ସହ ସେ ରାସ୍ତାରେ ଟଳି ପଡିଥିଲେ । ଏହି ଖବର ସ୍ଥାନୀୟ ଅଂଚଳରେ ତଥା କଲେଜରେ ଶୋକାର ଛାୟା ଖେଳାଇଦେଇଛି । ସୁମିତକୁ ଯାଜପୁରରୋଡ କ୍ଷେତ୍ରୀୟ ଚିକିସôାଳୟରେ ଭର୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି 

 

 

 

 

0
0
0
s2sdefault