ହେଡଲାଇନସ୍:

କାର ଓ ଅଟୋ ଧକକା ଚାରି ଆହାତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା-ତା-୨୫-୭-ଗତକାଲି ବାରିପଦା ସଦର ଥାନା ଅନ୍ତର୍ଗତ କଇଁଫୁଲିଆ ରାସ୍ତାରେ ଏକ ଅଟୋକୁ ((OR 11 H 3328) ଦୃତ ଗତିରେ ଆସୁଥିବା ଏକ ସୁଇଫ୍ଟ ଡିଜାୟାର କାର (wB 12 C 9171) ଧକକା ଦେବାଫଳରେ ଅଟୋରେ ଥିବା ଚାରିଜଣ ଲୋକ ଆହାତ ହୋଇଥିବାର ସୂଚନା ମିଳିଅଛି ।ଘଟଣା ଘଟାଇବାପରେ କାରଟି ପଳାଇଆସୁଥିବାବେଳେ ଉତ୍ତ୍ୟକ୍ତ ଲୋକେ ପଛରୁ ଗୋଡାଇ ଗାଡିକୁ ଅଟକାଇଥିଲେ । ପୋଲିସ ପହଞ୍ଚି  କାର ଏବଂ ଅଟୋକୁ ଜବତ କରିଅଛି । ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୈାଣସି ମାମଲା ରୁଜୁ କରାଯାଇନାହିଁ 

 

0
0
0
s2sdefault